ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ବିଶ୍ୱ ବନସୁରକ୍ଷା ଦିବସ ପାଳିତ - World Forest Day celebrates

ଆଜି ନବରଙ୍ଗପୁର ଜିଲ୍ଲାରେ ବିଶ୍ୱ ବନସୁରକ୍ଷା ଦିବସ ପାଳିତ ହୋଇ ଯାଇଛି । ବନ ସୁରକ୍ଷା କ୍ଷେତ୍ରରେ ବିଶେଷ କରି ପ୍ରତ୍ୟେକ ବର୍ଷ ପକୃତି ମିତ୍ର, ପ୍ରକୃତି ବନ୍ଧୁ ଭାବେ ନବରଙ୍ଗପୁର ଜିଲ୍ଲା ପ୍ରଶଂସିତ ହୋଇ ଆସିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ବିଶ୍ୱ ବନସୁରକ୍ଷା ଦିବସ ପାଳିତ
ନବରଙ୍ଗପୁରରେ ବିଶ୍ୱ ବନସୁରକ୍ଷା ଦିବସ ପାଳିତ

By

Published : Mar 21, 2021, 10:02 PM IST

ନବରଙ୍ଗପୁର:ଆଜି ଜିଲ୍ଲାବ୍ୟାପୀ ବିଶ୍ୱ ବନସୁରକ୍ଷା ଦିବସ ପାଳିତ ହୋଇ ଯାଇଛି । ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ମନୋହର ରନ୍ଧାରି, ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡ଼କ୍ଟର ଅଜିତ କୁମାର ମିଶ୍ର, ପୋଲିସ ଏସପି ପ୍ରଲ୍ଲାଦ ସାଇ ମିନା, ବନବିଭାଗ ଅଧିକାରୀଙ୍କ ସହ ମଗଦ ଧନଜୀ ରାଓସଙ୍କ ସହ ଜିଲ୍ଲାର ସମସ୍ତ ଅଞ୍ଚଳର ଫରେଷ୍ଟର ଯୋଗ ଦେଇଥିଲେ ।

ନବରଙ୍ଗପୁରରେ ବିଶ୍ୱ ବନସୁରକ୍ଷା ଦିବସ ପାଳିତ

ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ବନ ସୁରକ୍ଷା କର୍ମକର୍ତ୍ତା ଯୋଗ ଦେଇଥିଲେ । ବନ ସୁରକ୍ଷା କ୍ଷେତ୍ରରେ ବିଶେଷ କରି ପ୍ରତ୍ୟେକ ବର୍ଷ ପ୍ରକୃତି ମିତ୍ର, ପକୃତି ବନ୍ଧୁ ଭାବେ ନବରଙ୍ଗପୁର ଜିଲ୍ଲା ପ୍ରଶଂସିତ ହୋଇ ଆସିଛି । ଜଙ୍ଗଲ ସୁରକ୍ଷା ନେଇଁ ଆଲୋଚନା, ପର୍ଯ୍ୟାଲୋଚନା ବେଳେ ଗ୍ରାମାଞ୍ଚଳର ଜଙ୍ଗଲ ସୁରକ୍ଷା ସମିତିଙ୍କୁ ନେଇଁ ଉଚ୍ଚ ପ୍ରଶଂସା କରାଯିବା ସହ ପୁରସ୍କୃତ କରାଯାଇଛି । ଜିଲ୍ଲାର ଜଙ୍ଗଲ ସୁରକ୍ଷା ନେଇଁ ଡାବୁଗାଁ ବ୍ଲକର କଇଲାରି ପଞ୍ଚାୟତକୁ ଶ୍ରେଷ୍ଠ ସଚେତନା ପଞ୍ଚାୟତ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ନାନିତ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details