ନବରଙ୍ଗପୁର: ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗୁମଣ୍ଡଳୀରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୁମଣ୍ଡଳୀରେ ଶୁକ୍ରବାର ଦିଆଳି ପର୍ବ ଥିବାବେଳେ ଗ୍ରାମରେ ସମସ୍ତେ ବ୍ୟସ୍ତ ଥିଲେ । ତେବେ ଶନିବାର ସକାଳୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ବିଲ ମଝିରୁ ନାବାଳିକାର ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ - ନବରଙ୍ଗପୁର
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗୁମଣ୍ଡଳୀରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଉଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ଅଧିକ ଖବର ପଢନ୍ତୁ...

ବିଲ ମଝିରୁ ନାବାଳିକାର ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ବିଲ ମଝିରୁ ନାବାଳିକା ମୃତଦେହ ଉଦ୍ଧାର
ଗାଁ ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ବିଲରୁ ହିଁ ମୃତଦେହ ପଡିରହିଥିଲା । ତେବେ ପାରିପାର୍ଶ୍ବିକ ସ୍ଥିତି ଦେଖିବାରୁ ନାବାଳିକା ମୃତଦେହ ନିକଟରେ ଦୁଇଟି ଜିନ୍ସ ପ୍ୟାଣ୍ଟ ପଡିରହିଛି । ଯାହାକୁ ନେଇ ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଉଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚିନଥିବା ସୂଚନା ରହିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ
Last Updated : Dec 14, 2019, 1:38 PM IST