ଓଡିଶା

odisha

ETV Bharat / state

ରାସ୍ତାକଡରେ ପ୍ରସବ କଲେ ମାନସିକ ବିକାରଗ୍ରସ୍ତ ମହିଳା

ନବରଙ୍ଗପୁର ଜିଲ୍ଲା ରାସ୍ତାକଡରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ପ୍ରସବ କରିଛନ୍ତି । ବର୍ତ୍ତମାନ ମାଆ ଓ ଶିଶୁ କନ୍ୟାକୁ ଜିଲ୍ଲା ଚାଇଲ୍ଡ ଲାଇନର ଅଧିକାରୀ ଓ ନବରରଙ୍ଗପୁର ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

By

Published : Oct 10, 2019, 6:29 AM IST

Updated : Oct 10, 2019, 7:50 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାସ୍ତାକଡରେ ପ୍ରସବ କଲେ ମାନସିକ ବିକାରଗ୍ରସ୍ତ ମହିଳା । ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ସହର ମଧ୍ୟରେ ନୂଆ ବସଷ୍ଟାଣ୍ଡ ନିକଟ ପାର୍କ କଡ଼ରେ ଥିବା ଦୋକାନ ବାରଣ୍ଡାରେ ଗର୍ଭବତୀ ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ ଖବର ପାଇ ମାଆ ଓ ଶିଶୁ କନ୍ୟାକୁ ଜିଲ୍ଲା ଚାଇଲ୍ଡ ଲାଇନର ଅଧିକାରୀ ଓ ନବରରଙ୍ଗପୁର ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Oct 10, 2019, 7:50 AM IST

ABOUT THE AUTHOR

...view details