ନବରଙ୍ଗପୁର: କରୋନା ପ୍ରକୋପ ମଧ୍ୟରେ ସାବିତ୍ରୀ ବ୍ରତ ପାଳନ । ସାରା ବିଶ୍ୱ କରୋନା ଆତଙ୍କରେ ଆତଙ୍କିତ ଥିବାବେଳେ ଭାରତରେ ମଧ୍ୟ ଏହାର ଆତଙ୍କ ଜାରି ରହିଛି । ଦେଶରେ ଲକଡାଉନ ୪ କଟକଣା ମଧ୍ୟରେ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଓ ପୌରାଣିକ କଥାକୁ ଆଧାର କରି ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ସ୍ତ୍ରୀମାନେ ସାବିତ୍ରୀବ୍ରତ ପାଳନ କରିଛନ୍ତି ।
ପୌରାଣିକ ମାନ୍ୟତା ଅନୁସାରେ, ଦେଶରେ ଲକଡାଉନ ୪ କଟକଣା ମଧ୍ୟରେ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଓ ପୌରାଣିକ କଥାକୁ ଆଧାର କରି ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ସ୍ତ୍ରୀମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନିଜ ସତିତ୍ୱ ବଳରେ ନିଜ ସ୍ୱାମୀ ସତ୍ୟବାନକୁ ଯମ ଦୁଆରରୁ ଫେରାଇ ଆଣିଥିବା ବେଳେ ଏହାକୁ ଆଧାର କରି ହିନ୍ଦୁ ଧର୍ମର ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ନିରୋଗ ପାଇଁ ଓ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଛନ୍ତି ।