ନବରଙ୍ଗପୁର: ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ସ୍ବାମୀ ଗଛରେ ଝୁଲି ଆତ୍ମହତ୍ୟା କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କୋଷ।ଗୁମୁଡ଼ା ବ୍ଲକ ବାଙ୍କୁଲି ଭଣ୍ଡିମାଲ ଗ୍ରାମରେ ।
ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା - Husband commits suicide
ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ସ୍ବାମୀ ଗଛରେ ଝୁଲି ଆତ୍ମହତ୍ୟା କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କୋଷ।ଗୁମୁଡ଼ା ବ୍ଲକ ବାଙ୍କୁଲି ଭଣ୍ଡିମାଲ ଗ୍ରାମରେ । ଅଧିକ ପଢନ୍ତୁ...

ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା
ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା
ସୂଚନାମୁତାବକ, ଏହି ଦମ୍ପତ୍ତି ସମ୍ପକୀୟ ଘରର ଏକ ବାହାଘରକୁ ବୁଲିବାକୁ ଯାଇଥିଲେ । ଏବଂ ସେଠାରେ ସେମାନେ ନିଜ ଭଉଣୀ ଘରେ ରାତ୍ରି ଯାପନ ରହିଥିଲେ । କିନ୍ତୁ ସେଠାରେ ଏମିତି କିଛି ବିବାଦ ସୃଷ୍ଟି ହେଲା ଯେ, ଶେଷରେ ନିଜ ଗାଁ ପାଖରେ ଗୋଡେଇ ଗୋଡେଇ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିଲେ । ତେବେ ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ