ଓଡିଶା

odisha

ETV Bharat / state

ନିଆଁ ଲାଗି 10 ଏକରର ଧାନ ଜଳିପୋଡି ପାଉଁଶ - ନିଆଁ ଲାଗି 10 ଏକରର ଧାନ ନଷ୍ଟ

ମାଟିଆଗୁଡା ଗାଁରେ ଅଗ୍ନିକାଣ୍ଡ ଘଟି 4ଟି ଧାନଗଦା ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Nov 17, 2019, 7:30 PM IST

ନବରଙ୍ଗପୁର: ଖୁଟୁବାଇ ଗ୍ରାମ ପଞ୍ଚାୟତର ମାଟିଆଗୁଡା ଗାଁରେ ଅଗ୍ନିକାଣ୍ଡ ଘଟି 4ଟି ଧାନଗଦା ଜଳିଯାଇଛି । ଅଗ୍ନିକାଣ୍ଡ ଘଟିଥିବା ଧାନ 10 ଏକର ଜମିର ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଅଗ୍ନିକାଣ୍ଡରେ ଜଳିଯାଇଥିବା ଧାନଗଦା ଗ୍ରାମର ଜମି ବିଷୋୟୀ, ସୂରୁ ମିରଗାନ ଓ ନିଲମ ଭତରାଙ୍କର ବୋଲି ଜଣାପଡିଛି । ଗତକାଲି ଜମିରୁ ଧାନ ଆଣି ଖଳାରେ ରଖିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details