ଓଡିଶା

odisha

By

Published : Jan 26, 2021, 3:04 PM IST

ETV Bharat / state

ଗଣତନ୍ତ୍ର ଦିବସରେ ଅଘଟଣ, ଚଳନ୍ତା କାରରେ ଲାଗିଲା ନିଆଁ

ନବରଙ୍ଗପୁରରେ ଚଳନ୍ତା କାରରେ ନିଆଁ ଲାଗି କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Fire breaks out in moving car in Nabarangapur
ଗଣତନ୍ତ୍ର ଦିବସରେ ଅଘଟଣ, ଚଳନ୍ତା କାରରେ ଲାଗିଲା ନିଆଁ

ନବରଙ୍ଗପୁର:ସାରା ଦେଶ 72ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସେପଟେ ଜିଲ୍ଲାରେ ଅଘଟଣ ଘଟିଛି । ମାଝୀଗୁଡା ରାସ୍ତା ଦେଇ ତେନ୍ତୁଳିଖୁଣ୍ଟି ଯାଉଥିବା ଏକ କାରରେ ନିଆଁ ଲାଗି କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି ।

ଗଣତନ୍ତ୍ର ଦିବସରେ ଅଘଟଣ, ଚଳନ୍ତା କାରରେ ଲାଗିଲା ନିଆଁ

କାରରେ କିପରି ନିଆଁ ଲାଗିଲା ସେ ସମ୍ବନ୍ଧରେ କିଛି ଜଣାପଡିନଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏହି ଦୁର୍ଘଟଣା ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details