ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଞ୍ଚାୟତର ଖୋରକି ଗାଁରେ ଭୟାବହ ଅଗ୍ନିକାଣ୍ଡ । ଧାନ ଖଳାରେ ନିଆଁ ଲାଗି ଜଳିଗଲା ଟାଟା ମ୍ୟାଜିକ୍ ଗାଡି । ସଙ୍ଗେ ସଙ୍ଗେ ଗାଁ ଲୋକେ ନିଆଁକୁ ଆୟତ୍ତ କରିଥିଲେ ।
ଧାନଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଟାଟା ମ୍ୟାଜିକ୍ - fire breaks out in nabarangapur
ଧାନଖଳାରେ ଲାଗିଲା ନିଆଁ । ଫଳରେ ଧାନ ଗଦା ସହ ଟାଟା ମ୍ୟାଜିକ ଗାଡି ନିଆଁରେ ପୋଡି ପାଉଁଶ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ଧାନଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଟାଟା ମ୍ୟାଜିକ୍
ଅନ୍ୟପଟେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରି ଗାଁ ହରିଶ୍ଚନ୍ଦ୍ର ମିର୍ଗାନ୍ ଓ ପ୍ରଭୁଜାନ୍ ତୁରୁ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ