ଓଡିଶା

odisha

ETV Bharat / state

କାଳବୈଶାଖୀର ତାଣ୍ଡବ, ଡାବୁଗାଁରେ ବ୍ୟାପକ କ୍ଷୟକ୍ଷତି - Extensive damage in Dabugaon

ନବରଙ୍ଗପୁର ଡାବୁଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ । ବ୍ୟାପକ କ୍ଷୟକ୍ଷତି ଆଶଙ୍କା । ଅଧିକ ପଢନ୍ତୁ...

Extensive damage in Dabugan
କାଳବୈଶାଖୀର ତାଣ୍ଡବ, ଡାବୁଗାଁରେ ବ୍ୟାପକ କ୍ଷୟକ୍ଷତି

By

Published : Mar 29, 2020, 10:53 PM IST

ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ରାବଣାଗୁଡା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ ଅଧିକ ବେଗରେ ପବନ ବହିବା ସହ ବଜ୍ରପାତ ଓ ବର୍ଷା ଯୋଗୁଁ ଲୋକଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି।

କାଳବୈଶାଖୀର ତାଣ୍ଡବ, ଡାବୁଗାଁରେ ବ୍ୟାପକ କ୍ଷୟକ୍ଷତି

ରାବଣାଗୁଡା ଅଞ୍ଚଳରେ ବହୁ ଘରର ଟାଇଲି ଓ ଆଜବେଷ୍ଟସ ଛପର ଉଡାଇ ନେଇଥିବାବେଳେ, କିଛି ଘର ଉପରେ ଗଛ ମଧ୍ୟ ପଡିଯାଇଛି । ସେହିପରି କାଳବୈଶାଖୀ ତାଣ୍ଡବ ଯୋଗୁଁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details