ଓଡିଶା

odisha

ETV Bharat / state

କୋରୋନା ମୁକାବିଲା ପାଇଁ ସିଏମ ରିଲିଫ ପାଣ୍ଠିକୁ 6 ଲକ୍ଷ ଦେଲା ଶିକ୍ଷକସଙ୍ଘ - Check provided to the Chief Minister's

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କରୋନା ମହାମାରୀ ରିଲିଫ ପାଣ୍ଠିକୁ ଚେକ ପ୍ରଦାନ । ଅଧିକ ପଢନ୍ତୁ...

Check provided to the Chief Minister's corona Epidemic Relief Fund
ମୁଖ୍ୟମନ୍ତ୍ରୀଙ୍କ କରୋନା ମହାମାରୀ ରିଲିଫ ପାଣ୍ଠିକୁ ଚେକ ପ୍ରଦାନ

By

Published : May 15, 2020, 5:10 PM IST

ନବରଙ୍ଗପୁର: କୋଷାଗୁମୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଚେକ ପ୍ରଦାନ ।

ମୁଖ୍ୟମନ୍ତ୍ରୀଙ୍କ କରୋନା ମହାମାରୀ ରିଲିଫ ପାଣ୍ଠିକୁ ଚେକ ପ୍ରଦାନ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ବରିଷ୍ଠ କର୍ମକର୍ତ୍ତା ଓ ବିଇଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ଜରିଆରେ ମୋଟ ଛଅ ଲକ୍ଷ ତିରିଶ ହଜାର ନଅଶହ ଅଣାନବେ ଟଙ୍କାର ଚେକ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କରୋନା ମହାମାରୀ ରିଲିଫ ପାଣ୍ଠିକୁ ଚେକ ପ୍ରଦାନ


ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details