ଓଡିଶା

odisha

By

Published : Oct 27, 2020, 8:23 AM IST

ETV Bharat / state

ନବରଙ୍ଗପୁରରୁ 10 ଫୁଟର ବିରାଟ ଅଜଗର ଉଦ୍ଧାର

ନବରଙ୍ଗପୁର ଚାନ୍ଦହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗାଁରୁ ଏକ 10ଫୁଟ ଲମ୍ବର ଅଜଗର ଉଦ୍ଧାର । ଅଧିକ ପଢନ୍ତୁ...

ବିରାଟ ଅଜଗର ଉଦ୍ଧାର
ବିରାଟ ଅଜଗର ଉଦ୍ଧାର

ନବରଙ୍ଗପୁର: ଚାନ୍ଦହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମରୁ ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି ।

ବିରାଟ ଅଜଗର ଉଦ୍ଧାର

ଗାଁରେ ଥିବା ଜଗନ୍ନାଥ ମନ୍ଦିର ନକଟରେ ବିରାଟ ଅଜଗର ଯାଉଥିବାର ଦେଖିଥିଲେ ଗାଁ ଲୋକ । ଗାଁର ଯୁବକମାନେ ସାହାସର ସହ ସାପଟିକୁ ଉଦ୍ଧାର କରିଥିଲେ । ସାପଟି ପ୍ରାୟ 10ଫୁଟ ହେବ ବୋଲି ଅନୁମାନ କରାଯାଉଛି ।

ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ ଗାଁ ଲୋକ । ଏହା ପରେ ବନବିଭାଗ ଅଧିରକାରୀ ଦଣ୍ଡାମୁଣ୍ଡା ଗାଁକୁ ଆସି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ABOUT THE AUTHOR

...view details