ନବରଙ୍ଗପୁର: କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ନିକଟରେ ଏକ କାରରୁ 50କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତ ଜଣକ କୋରାପୁଟ ଜିଲ୍ଲା ଫଟାଙ୍ଗି ଥାନା ପଣ୍ଡେଇ ଗ୍ରାମର ଇରିଆ ଅଡକାଡିଆ (28) ବୋଲି ଜଣା ପଡ଼ିଛି । କୋଡିଙ୍ଗା ପୋଲିସ ଏନେଇ କେଶ୍ ନମ୍ବର 23/21 ଅନୁଯାୟୀ ଏକ ମାମଲା ରୁଜୁ କରିଛି ।
କାର ସହ 50 କେଜିର ଗଞ୍ଜେଇ ଜବତ, ଜଣେ ଗିରଫ - cannabis seized
କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ନିକଟରେ ଏକ କାରରୁ 50କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...
![କାର ସହ 50 କେଜିର ଗଞ୍ଜେଇ ଜବତ, ଜଣେ ଗିରଫ କାର ସହ 50 କେଜିର ଗଞ୍ଜେଇ ଜବତ, ଜଣେ ଗିରଫ](https://etvbharatimages.akamaized.net/etvbharat/prod-images/768-512-10566780-thumbnail-3x2-ganja.jpg)
କାର ସହ 50 କେଜିର ଗଞ୍ଜେଇ ଜବତ, ଜଣେ ଗିରଫ
ତେବେ ଗଞ୍ଜେଇ ଜବତ ସମୟରେ କୋଡିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର, ଏସ୍ଆଇ ଦେବଦତ୍ତ ମଲିକ, କନେଷ୍ଟବଲ ଦିଲ୍ଲୀପ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ