ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁସୁମକୋଟି ଗାଁରେ କାନ୍ଥ ପଡି ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ବାତ୍ୟା ୟସ ପ୍ରଭାବରେ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ମୋରଡା ବ୍ଲକ ପଳାସମୁଣ୍ଡଳୀ ପଞ୍ଚାୟତର କୁସୁମକୋଟି ଗାଁର ବୁଧୁନୀ ସିଂ ।
ୟସ ପ୍ରଭାବରେ ମାଟି କାନ୍ଥ ପଡି ବୃଦ୍ଧା ମୃତ - woman-died-as-wall-collapsed-in-Mayurbhanj
ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କୁସୁମକୋଟି ଗ୍ରାମରେ ଘରର କାନ୍ଥ ପଡି ଜଣେ ବୃଦ୍ଧାର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ.....
![ୟସ ପ୍ରଭାବରେ ମାଟି କାନ୍ଥ ପଡି ବୃଦ୍ଧା ମୃତ woman-died-as-wall-collapsed-in-Mayurbhanj](https://etvbharatimages.akamaized.net/etvbharat/prod-images/768-512-11908737-799-11908737-1622035582406.jpg)
ବାତ୍ୟା ୟସ ପ୍ରଭାବରେ ମାଟି କାନ୍ଥ ପଡି ଜଣେ ମୃତ
ବାତ୍ୟା ୟସ ପ୍ରଭାବରେ ମାଟି କାନ୍ଥ ପଡି ଜଣେ ମୃତ
ତେବେ ତାଙ୍କୁ ଚିକିତ୍ସା ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ବୃଦ୍ଧା ଜଣଙ୍କୁ ମୃତ ଘୋଷଣା କରିଥିଲେ । ହସ୍ପିଟାଲରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ