ବାରିପଦା: ୫୬ ନମ୍ବର ଜାତୀୟ ରାଜପଥ ବାଙ୍ଗରିପୋଷି ଥାନା ମା ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ଏକ ଟାଇଲ ବୋଝେଇ ଟ୍ରକ ଜୟପୁରରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୨ ଶହ ଫୁଟ ତଳକୁ ଖସି ପଡିଛି ।
୨୦୦ ଫୁଟ ତଳକୁ ଖସିଲା ଟାଇଲ ବୋଝେଇ ଟ୍ରକ - ଭାରସାମ୍ୟ ହରାଇଲା ଟ୍ରକ
୫୬ ନମ୍ବର ଜାତୀୟ ରାଜପଥ ବାଙ୍ଗରିପୋଷି ଥାନା ମା ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ଏକ ଟାଇଲ ବୋଝେଇ ଟ୍ରକ ଜୟପୁରରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୨ ଶହ ଫୁଟ ତଳକୁ ଖସି ପଡିଛି । ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ
ଦ୍ୱାରଶୁଣି ଘାଟିରେ ୨୦୦ ଫୁଟ ତଳକୁ ଖସିଲା ଟାଇଲ ବୋଝେଇ ଟ୍ରକ
ଦ୍ୱାରଶୁଣି ଘାଟିରେ ୨୦୦ ଫୁଟ ତଳକୁ ଖସିଲା ଟାଇଲ ବୋଝେଇ ଟ୍ରକ
ଦୁର୍ଘଟଣାରେ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ପରେ ଟ୍ରକଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଅନ୍ୟପକ୍ଷରେ ଟ୍ରକରେ ଥିବା କଞ୍ଚାମାଲକୁ ଲୋକେ ଘରକୁ ନେଇ ପଳାଉଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ବାରିପଦା