ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପୋଡାଡ଼ିହା ରେଞ୍ଜ ଡଙ୍ଗାଡ଼ିହି ବିଟରେ କଲରାପତରିଆ ବାଘର ମୃତଦେହ ଠାବ କରିଛି ବନ ବିଭାଗ । କଲରାପତରିଆ ବାଘକୁ ହତ୍ୟା କରାଯାଇଥିବା ସନ୍ଦେହ । ଅଧିକ ପଢନ୍ତୁ...
ଶିମିଳିପାଳ ଅଭୟାରଣ୍ୟରୁ କଲରାପତରିଆ ବାଘର ମୃତଦେହ ଠାବ - Tiger dead body found in similipalo santuary
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପୋଡାଡ଼ିହା ରେଞ୍ଜ ଡଙ୍ଗାଡ଼ିହି ବିଟରେ କଲରାପତରିଆ ବାଘର ମୃତଦେହ ଠାବ କରିଛି ବନ ବିଭାଗ । କଲରାପତରିଆ ବାଘକୁ ହତ୍ୟା କରାଯାଇଥିବା ସନ୍ଦେହ । ଅଧିକ ପଢନ୍ତୁ...
ଶିମିଳିପାଳ ଅଭୟାରଣ୍ୟରେ କଲରାପତ ବାଘର ମୃତଦେହ ଠାବ
ତେବେ କଲରାପତରିଆ ବାଘକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ। ବନ ବିଭାଗର କର୍ମଚାରୀ ମାନେ ଶିମିଳିପାଳ ଅଭୟାରଣ୍ୟରେ ଆଜି କଲରାପତରିଆ ବାଘର ମୃତଦେହକୁ ଠାବ କରିଥିଲେ । ତେବେ କଲରାପତରିଆ ବାଘଟି ଅଣ୍ଡିରା ହୋଇଥିବା ବେଳେ ଆନୁମାନିକ ବୟସ ୯ ରୁ ୧୦ ବର୍ଷ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ସୂଚନା ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ