ବାରିପଦା: କୋଭିଡ କଟକଣା ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି ମୟୂରଭଞ୍ଜ ପ୍ରସିଦ୍ଧ ଚୈତ୍ର ପର୍ବ । ଚୈତ୍ର ପର୍ବରେ ବାରିପଦା ଛଉ ପଡିଆ ଠାରେ ପ୍ରଶାସନର ଅନୁମତି କ୍ରମେ କୋଭିଡ କଟକଣା ମଧ୍ୟରେ ତିନି ଘଣ୍ଟାରେ ପ୍ରଦର୍ଶିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ।
ଛଉନୃତ୍ୟରେ ଦୁଲୁକିଲା ଛଉ ପଡିଆ, ସମ୍ବର୍ଦ୍ଧିତ କଲେ ଏସପି - ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ପାଳିତ
ପ୍ରସିଦ୍ଧ ଚୈତ୍ର ପର୍ବରେ ବାରିପଦା ଛଉ ପଡିଆ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟ । ଅଧିକ ପଢନ୍ତୁ...
ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ପାଳିତ
ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ପାଳିତ
ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ପରିବେଷଣ କରିଥିବା ଛଉ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୟୂରଭଞ୍ଜ ଏସପି ପରାମାର ସ୍ମିଥ ପୁରୁଷୋତ୍ତମ ଦାଶ । ଉଭୟ ଉତ୍ତର ସାହି ଓ ଦକ୍ଷିଣ ସାହି ଛଉ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଛଉ କଳାକାର ମାନେ ଖୁସି ବ୍ୟକ୍ତ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ