ରାଇରଙ୍ଗପୁର : ଉଦ୍ଧାର ହେଲା ବିରଳ ପ୍ରଜାତିର ପେଚା । ରାଇରଙ୍ଗପୁର ବନବିଭାଗ ପେଚାଟିକୁ ଉଦ୍ଧାର କରିଛି । ଆଜି(ଶନିବାର) ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଦୋକାନ ଚାଳରେ ବସିଥିବା ଖବର ପାଇବା ପରେ ପେଚାଟିକୁ ଉଦ୍ଧାର କରାଯାଇଥିଲା ।
ବିରଳ ପ୍ରଜାତିର ପେଚା ଉଦ୍ଧାର - mayurbhanj news
ଉଦ୍ଧାର ହେଲା ବିରଳ ପ୍ରଜାତିର ପେଚା । ରାଇରଙ୍ଗପୁର ବନବିଭାଗ ପେଚାଟିକୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...
ବିରଳ ପ୍ରଜାତିର ପେଚା ଉଦ୍ଧାର
ବିରଳ ପ୍ରଜାତିର ପେଚା ଉଦ୍ଧାର
ପେଚାଟିର ବୟସ ବର୍ଷେ ହୋଇଥିବା ବେଳେ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସରଗଡା ସ୍ଥିତ କାନାପାଟ ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି ରାଇରଙ୍ଗପୁର ରେଞ୍ଜର ସୂଚନା ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ