ରାଇରଙ୍ଗପୁର :ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ କରୋନା ସଚେତନତା ବାର୍ତ୍ତାର ଭିଡିଓ ଭାଇରାଲ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ୱାର୍ଡ ନମ୍ବର 12ର ବାସିନ୍ଦା ଭାରତୀ ରାଜ ଏବଂ ପ୍ରଦୀପ୍ତ ମହାନ୍ତିଙ୍କ ଝିଅ ସୟାନିସ ରାଜ ମହାନ୍ତି । ସୟାନିସ 2ୟ ଶ୍ରେଣୀର ଛାତ୍ରୀ ।
ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ କରୋନା ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ - ମୟୂରଭଞ୍ଜ ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ କରୋନା ସଚେତନତା ବାର୍ତ୍ତା
ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ କରୋନା ସଚେତନତା ବାର୍ତ୍ତାର ଭିଡିଓ ଭାଇରାଲ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ୱାର୍ଡ ନମ୍ବର 12ର ବାସିନ୍ଦା ଭାରତୀ ରାଜ ଏବଂ ପ୍ରଦୀପ୍ତ ମହାନ୍ତିଙ୍କ ଝିଅ ସୟାନିସ ରାଜ ମହାନ୍ତି । ସୟାନିସ 2ୟ ଶ୍ରେଣୀର ଛାତ୍ରୀ । ଅଧିକ ପଢନ୍ତୁ...
ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ କରୋନା ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ
ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ କରୋନା ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ
ଏହି କୋରୋନା ମହାମାରୀର ଦ୍ୱିତୀୟ ଲହରୀରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଥିବା ଭିଡ଼ିଓ ଏବେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ