କେନ୍ଦୁଝର: ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ମଙ୍ଗଳବାର କଳାପଲସରରେ ଆସି ଦୁଇ ଦୁର୍ବୃତ୍ତ ମହିଳା କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
କୋପରେଟିଭ୍ ବ୍ୟାଙ୍କ କର୍ମଚାରୀଙ୍କ ଠୁ ୫ ଲକ୍ଷ ଟଙ୍କା ଲୁଟ୍ - କେନ୍ଦୁଝର
ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ମଙ୍ଗଳବାର କଳା ପଲସରରେ ଆସି ଦୁଇ ଦୁର୍ବୃତ୍ତ ମହିଳା କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଅଧିକ ପଢନ୍ତୁ...
କୋପରେଟିଭ୍ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ୍
ସୂଚନାନୁଯାୟୀ, ସ୍ଥାନୀୟ କୋ-ଅପରେଟିଭ ବ୍ୟାଙ୍କର ଆକାଉଣ୍ଟାଟ ନିଜ ବ୍ୟାଙ୍କ ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆରୁ ୫ଲକ୍ଷ ଟଙ୍କା ଉଠାଇ ନେଉଥିବା ବେଳେ ଦୁର୍ବୃତ୍ତ ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତନାଘନା ଜାରି ରଖିଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ