ଓଡିଶା

odisha

ETV Bharat / state

ନାଗରିକତା ବିଲ ବିରୋଧରେ ବାରିପଦାରେ ବିକ୍ଷୋଭ - national register of citizens

ଗତକାଲି ବାରିପଦାରେ ନାଗରିକତା ବିଲ ବିରୋଧରେ ବିକ୍ଷୋଭ ଦେଖିବାକୁ ମିଳିଛି ।

Baripada
ନାଗରିକତା ବିଲ ବିରୋଧରେ ବାରିପଦାରେ ବିକ୍ଷୋଭ

By

Published : Dec 21, 2019, 4:45 AM IST

ବାରିପଦା: ନାଗରିକ ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମଧ୍ୟ ଗତକାଲି ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସହରରେ ମୁସଲିମ ସମ୍ପ୍ରଦାୟର ଶହ ଶହ ଲୋକ ନାଗରିକ ସଂଶୋଧନ ଆଇନକୁ ବିରୋଧ କରିବା ସହ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ନାଗରିକତା ବିଲକୁ ବିରୋଧ କରିଛନ୍ତି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details