ଓଡିଶା

odisha

ETV Bharat / state

ଜନସାଧାରଣ ନିକଟତର ହେବା ପାଇଁ ପୋଲିସର ଉଦ୍ୟମ - ମୋ ସରକାର' ଓ ପୋଲିସ ସମିତି ବୈଠକ

ବାଙ୍ଗିରିପୋଷି ପୋଲିସ ପକ୍ଷରୁ କଳାବାଡିଆ ପଞ୍ଚାୟତ କଲନିସାହିଠାରେ 'ମୋ ସରକାର' ଓ ପୋଲିସ ସମିତି ବୈଠକ ଅନୁଷ୍ଠିତ।

ଜନସାଧାରଣ ନିକଟତର ହେବା ପାଇଁ ପୋଲିସର ଉଦ୍ୟମ

By

Published : Nov 2, 2019, 10:38 PM IST

ବାରିପଦା: ମୟୂରଭଞ୍ଜର ବାଙ୍ଗିରିପୋଷି ପୋଲିସ ପକ୍ଷରୁ କଳାବାଡିଆ ପଞ୍ଚାୟତ କଲନି ସାହିଠାରେ 'ମୋ ସରକାର' ଓ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଙ୍ଗରିପୋଷି ଥାନା ଆଇଆଇସି ଚନ୍ଦନ କୁମାର ଘଡାଇ, ଏଏସ୍ଆଇ ଅଶୋକ କୁମାର ଦାସ, ପୋଲିସ ସମିତିର ସଭାପତି ରାମଚନ୍ଦ୍ର ମୁର୍ମୁ, ସରପଞ୍ଚ ସୁମନ୍ତ ନାଏକ ଓ ଡଃ ବିଦ୍ୟାଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅନ୍ଧବିଶ୍ବାସ, ବାଲ୍ୟବିବାହ, ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ରଖାଯାଇ ପାରିବ ତାହା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଜନସାଧାରଣ ନିକଟତର ହେବା ପାଇଁ ପୋଲିସର ଉଦ୍ୟମ

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details