ବାରିପଦା: ମୟୂରଭଞ୍ଜରେ ଲକ ଡାଉନକୁ ନେଇ ପାଟ୍ରୋଲିଂ ଜୋରଦାର କରାଯାଉଛି । ତିରିଂ ଥାନା ପୋଲିସ ବିଭିନ୍ନ ଛକ, ବଜାର ଓ ଗ୍ରାମାଞ୍ଚଳ ଗୁଡିକରେ ପହରା ମଧ୍ୟ ଦେଉଛି । କଟକଣାକୁ ଅଣଦେଖା କରୁଥିବା ଅମାନିଆ ବ୍ୟକ୍ତିଙ୍କୁ ଲାଠି ମାଡ ଦ୍ବାରା ସାବାଡ କରାଯାଉଛି ।
ଲକ ଡାଉନ ନେଇ ପାଟ୍ରୋଲିଂ ଜୋରଦାର - mayurbhanj lockdown
ଲକ ଡାଉନ ନେଇ ପାଟ୍ରୋଲିଂ ଜୋରଦାର । ଗାଇଡ ଲାଇନ ଭାଙ୍ଗୁଥିବା ଲୋକଙ୍କୁ ସାବାଡ କରୁଛି ପୋଲିସ । ଅଧିକ ପଢନ୍ତୁ....
ଲକ ଡାଉନ ନେଇ ପାଟ୍ରୋଲିଂ ଜୋରଦାର
ଲକ ଡାଉନ ନେଇ ପାଟ୍ରୋଲିଂ ଜୋରଦାର
ମୁଖ୍ୟରାସ୍ତା ସହିତ ଗାଁ ଗୁଡିକୁ ପାଟ୍ରୋଲିଂ କରି ତାସ ଭଲିବଲ, କ୍ରିକେଟ ଖେଳ ସହ ଭାଟି ଗୁଡିକରେ ଭିଡ ଜମାଉଥିବା ଲୋକଙ୍କୁ ସାବାଡ କରୁଛି ପୋଲିସ। ସେହିପରି ତିରିଂ ଥାନା ଅଧୀନ ଝରାଡିହି ଫାଣ୍ଡି ଅଧିକାରୀଙ୍କ ସହିତ ଝରାଡିହି ସରପଞ୍ଚ ମହେନ୍ଦ୍ର ସର୍ଦ୍ଧାର ବାଇକ ଯୋଗେ ବିଭିନ୍ନ ଛକ, ବଜାର, ହାଟ ଓ ଝାରଖଣ୍ଡ ସୀମାନ୍ତ ସ୍ଥାନକୁ ପାଟ୍ରୋଲିଂରେ ବାହାରି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ