ରାଇରଙ୍ଗପୁର: ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ୨୦୨୧ ଜନ ଗଣନାରେ ସାର୍ନା ଧର୍ମର କୋଡ଼ ମାନ୍ୟତା ଦାବିରେ ଆଜି(ରବିବାର) ରାଷ୍ଟ୍ରବ୍ୟାପି ରେଳ, ରୋଡ଼ ଚକା ଜାମ ଆନ୍ଦୋଳନ ଦଖିବାକୁ ମିଳିଛି । ଏହି ଅବସରରରେ ରାଇରଙ୍ଗପୁର ସହରରେ ମଧ୍ୟ ଯାନ ବାହାନ ଚଳାଚଳ ଉପରେ ପ୍ରଭାବ ପଡିଥିଲା । ଶତାଧିକ ଆଦିବାସୀ ହାତରେ ପ୍ଲାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ସହର ପରିକ୍ରମା କରି ୨୨୦ ନମ୍ବର ଜାତୀୟ ରାଜପଥର ଗୋଲେଇ ଛକ ନିକଟରେ ଏକ ଘଣ୍ଟା ଧରି ଚକା ଜାମ କରାଯାଇଥିଲା ।
ସାର୍ନା ଧର୍ମକୁ କୋର୍ଡ ଦାବିରେ ରାଇରଙ୍ଗପୁରରେ ଶୋଭାଯାତ୍ରା
ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ୨୦୨୧ ଜନ ଗଣନାରେ ସାର୍ନା ଧର୍ମର କୋଡ଼ ମାନ୍ୟତା ଦାବିରେ ଆଜି(ରବିବାର) ରାଷ୍ଟ୍ରବ୍ୟାପି ରେଳ, ରୋଡ଼ ଚକା ଜାମ ଆନ୍ଦୋଳନ ଦଖିବାକୁ ମିଳିଛି । ଏହି ଅବସରରରେ ରାଇରଙ୍ଗପୁର ସହରରେ ମଧ୍ୟ ଯାନବାହାନ ଚଳାଚଳ ଉପରେ ପ୍ରଭାବ ପଡିଥିଲା । ଅଧିକ ପଢନ୍ତୁ...
ରାଷ୍ଟ୍ରବ୍ୟାପି ସାର୍ନା ଧର୍ମ କୋର୍ଡ ଦାବି, ରାଇରଙ୍ଗପୁରରେ ଏହାର ପ୍ରଭାବ
ଏକ ଘଣ୍ଟାରୁ ଅଧିକ ସମୟ ଜାତୀୟ ରାଜପଥ NH 220 ଅବରୋଧ ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଆଗାମୀ ଦିନରେ ସାର୍ନା ଧର୍ମ କୋଡ଼ ମାନ୍ୟତା ଦାବିକୁ କେନ୍ଦ୍ର ସରକାର ନଶୁଣିଲେ ଆନ୍ଦୋଳନକୁ ବ୍ୟାପକ କରାଯିବା ବୋଲି ଚେତାବନୀ ଦେଇଛି ଆଦିବାସୀ ସଙ୍ଗେଲ ଅଭିଯାନ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ
TAGGED:
ଆଦିବାସୀ ସେଙ୍ଗେଲ ଅଭିଯାନ