ଓଡିଶା

odisha

ETV Bharat / state

ଲକ ଡାଉନରେ ମୟୂରଭଞ୍ଜ: ସଚେତନ କଲେ ଏସପି - ସଚେତନ କଲେ ଏସପି

କୋରୋନା ମୁକାବିଲା ପାଇଁ ସାରା ଦେଶକୁ ଲକ ଡାଉନ ଘୋଷଣା ପରେ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

mayurbhanj-lockdown-sp-creating-awarness
ଲକଡାଉନରେ ମୟୂରଭଞ୍ଜ: ସଚେତନ କଲେ ଏସପି

By

Published : Mar 25, 2020, 6:20 PM IST

Updated : Mar 25, 2020, 6:35 PM IST

ବାରିପଦା: କୋରୋନା ମୁକାବିଲା ପାଇଁ ସାରା ଦେଶକୁ ଲକ ଡାଉନ ଘୋଷଣା ପରେ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ବାରିପଦା ସମେତ ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ଉପଖଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଲକ ଡାଉନରେ ମୟୂରଭଞ୍ଜ: ସଚେତନ କଲେ ଏସପି

ଜିଲ୍ଲା ସଦର ମହକୁମା ବାରିପଦାରେ ପୋଲିସ ପକ୍ଷରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପାଇଁ ନିବେଦନ କରାଯାଉଥିବା ଦେଖିବାକୁ ମିଳିଛି । ଖୋଦ ମୟୂରଭଞ୍ଜ ଏସପି ପାରମର ସ୍ମିଥ ପୁରୁଷୋତ୍ତମ ଦାସ ବାରିପଦା ସହରରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବା ସହ ଅତ୍ୟନ୍ତ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ତାଗିଦ କରିଛନ୍ତି । ମୟୂରଭଞ୍ଜର ବାରିପଦା ସହର ସମେତ ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ଉପଖଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

କୋରୋନା ଭାଇରସ ପାଇଁ ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି । ଭାରତରେ କୋରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 25, 2020, 6:35 PM IST

ABOUT THE AUTHOR

...view details