ରାଇରଙ୍ଗପୁର: ମୟୂରଭଞ୍ଜ କରଞ୍ଜିଆ ପୋଲିସକୁ ସଫଳତା । ଜୁଆ ଆଡ୍ଡା ଉପରେ ଚଢାଉ କରି ୩୭ହଜାର ଟଙ୍କା ଜବତ ସହ ତିନି ଜଣଙ୍କୁ ଅଟକ ରଖିଲା ପୋଲିସ ।
ଜୁଆ ଆଡ୍ଡା ଚାଲିଥିବାବେଳେ ମାଡିବସିଲା ପୋଲିସ, ୩ ଅଟକ - ମୟୂରଭଞ୍ଜ ଜୁଆ ଆଡ୍ଡା
ଜୁଆ ଆଡ୍ଡା ଚାଲିଥିବାବେଳେ ମାଡିବସିଲା କରଞ୍ଜିଆ ପୋଲିସ । ୩୭ହଜାର ଟଙ୍କା ଜବତ ସହ ତିନି ଜଣଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ
ଜୁଆ ଆଡ୍ଡା ଚାଲିଥିବା ବେଳେ ମାଡିବସିଲା ପୋଲିସ, ୩ଅଟକ
ଜୁଆ ଆଡ୍ଡା ଚାଲିଥିବା ବେଳେ ମାଡିବସିଜୁଆ ଆଡ୍ଡା ଚାଲିଥିବା ବେଳେ ମାଡିବସିଲା ପୋଲିସ, ୩ଅଟକଲା ପୋଲିସ, ୩ଅଟକ
ସୂଚନାନୁଯାୟୀ ଜିଲ୍ଲାର କେନ୍ଦୁମୁଣ୍ଡି ନିକଟରେ ଏକ ଜୁଆଆଡ୍ଡା ଚାଲିଥିବା ବିଶ୍ବସ୍ତ ସୁତ୍ରରୁ କରଞ୍ଜିଆ ପୋଲିସ ଖବର ପାଇଥିଲା । ଏନେଇ ଆଜି ଅତର୍କିତ ଭାବେ ଚଢାଉ କରି ଟଙ୍କା ଜବତ କରିବା ସହିତ ତିନି ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି କରଞ୍ଜିଆ ଥାନା ପୋଲିସ । ତେବେ ତିନି ଜଣ ଧରା ପଡ଼ିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ