ରାଇରଙ୍ଗପୁର:ଲକଡାଉନ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ 12ଟି ଦୋକାନକୁ ସିଲ କଲା ପ୍ରଶାସନ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ କିଛି ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ କୋଭିଡ ନିୟମକୁ ମାନୁନଥିବାରୁ କରଞ୍ଜିଆ ପ୍ରଶାସନ ତରଫରୁ କରଞ୍ଜିଆ ସହରର 12 ଟି ଦୋକାନକୁ ସିଲ କରିଥିବା ଜଣାପଡିଛି ।
ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ, ସିଲ୍ ହେଲା 12 ଦୋକାନ - କୋଭିଡ ନିୟମ ଉଲ୍ଲଘଂନ କରି 12ଦୋକାନ ସିଲ୍
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ କିଛି ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ କୋଭିଡ ନିୟମକୁ ମାନୁନଥିବାରୁ କରଞ୍ଜିଆ ପ୍ରଶାସନ ତରଫରୁ କରଞ୍ଜିଆ ସହରର 12ଟି ଦୋକାନକୁ ସିଲ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...
ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ, ସିଲ୍ ହେଲା 12 ଟି ଦୋକାନ
ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ, ସିଲ୍ ହେଲା 12 ଟି ଦୋକାନ
ତେବେ ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଏବଂ ବ୍ୟବସାୟୀ ସଙ୍ଘ ତରଫରୁ ଏକ ଲିଖିତ ପ୍ରତିଶୃତି ଉପଜିଲ୍ଲାପାଳଙ୍କୁ ଦେଇଥିବା ସୂଚନା ମିଳିଛି । ସେପଟେ କରଞ୍ଜିଆ ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ