ବାରିପଦା:ଜିଲ୍ଲାର ଚାଷୀଙ୍କୁ କରାଯାଉଛି ଶୋଷଣ। ଚାଷୀମାନଙ୍କୁ ମିଳୁନାହିଁ ଉପଯୁକ୍ତ ପ୍ରାପ୍ୟ। ଜିଲ୍ଲାରୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ହେଉଛି ଧାନ। ଚାଷୀ ମାରଣାନୀତିକୁ ବିରୋଧ କରି ବୁଧବାର ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ସ୍ଥିତ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ବେଆଇନ ଧାନଚାଲାଣ ଓ ଚାଷୀ ମାରଣାନୀତିକୁ ବିରୋଧ, ଭଞ୍ଜସେନାର ବିକ୍ଷୋଭ - ଭଞ୍ଜସେନାର ବିକ୍ଷୋଭ
ବେଆଇନ ଧାନ ଚାଲାଣ ଓ ଚାଷୀ ମାରଣା ନୀତିକୁ ବିରୋଧ । ମୟୂରଭଞ୍ଜରେ ଭଞ୍ଜସେନାର ବିକ୍ଷୋଭ । ଅଧିକ ପଢନ୍ତୁ...
ବେଆଇନ ଧାନଚାଲାଣ ଓ ଚାଷୀ ମାରଣାନୀତିକୁ ବିରୋଧ ,ଭଞ୍ଜସେନାର ବିକ୍ଷୋଭ
ତେବେ ପ୍ରଶାସନ ତୁରନ୍ତ ଚାଷୀ ବେଆଇନ ଭାବେ ଧାନ ଚାଲାଣ ଓ ଚାଷୀ ମାରଣା ନୀତି ବନ୍ଦ ନ କଲେ । ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଭଞ୍ଜସେନା।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ