ବାରିପଦା :ମୟୂରଭଞ୍ଜ ଜିଲ୍ଲାର ITDA ଅଫିସ ଦ୍ୱାରା ବାରିପଦା ମ୍ୟୁନିସିପାଲିଟି ଭିତରେ ଆରମ୍ଭ ହେବାକୁ ଯାଉଥିବା 5T ଯୋଜନା ଦ୍ୱାରା ସ୍କୁଲ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଗୁଡିକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି ହୋଇଛି । ଭଞ୍ଜସେନା ପକ୍ଷରୁ ଏ ଦାବି କରାଯାଇଛି ।
5T ଯୋଜନାରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି, ITDA ଅଫିସ ଘେରିଲା ଭଞ୍ଜସେନା - ବାରିପଦାରେ ଆଇଟିଡିଏ ଅଫିସ ଘେରିଲା ଭଞ୍ଜସେନା
5T ଯୋଜନାରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି । ଏନେଇ ଆଇଟିଡିଏ ଅଫିସ ଘେରିଲା ଭଞ୍ଜସେନା । ଅଧିକ ପଢନ୍ତୁ
5T ଯୋଜନାରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି
5T ଯୋଜନାରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରିବାକୁ ଦାବି
ଏନେଇ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ସହର ଶାଖା ପକ୍ଷରୁ ସଭାପତି ପ୍ରୀତମ ପଣ୍ଡାଙ୍କ ନେତୃତ୍ୱରେ ITDA ଅଫିସ ଘେରାଓ କରାଯାଇଥିଲା । ଏ କାର୍ଯ୍ୟକ୍ରମରେ ସଂଗଠନ କାର୍ଯ୍ୟକାରୀ ଅଧକ୍ଷ ରାକେଶ ସିଂ, ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ସମେତ ଶତାଧିକ ଭଞ୍ଜସେନା କର୍ମୀ ଉପସ୍ଥିତ ରହିଥିଲେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ