ବାରିପଦା: ଭୁବନେଶ୍ବର-ବାଙ୍ଗରିପୋଷି ସୁପର ଫାଷ୍ଟ ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ । ଘଟଣା ଘଟିଛି ବାରିପଦା ରେଲୱେ ଷ୍ଟେସନ ନିକଟରେ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାରିପଦା ଷ୍ଟେସନ ନିକଟରୁ ଏକ କିଲୋମିଟର ଦୂରରେ ଭୁବନେଶ୍ବର-ବାଙ୍ଗରିପୋଷି ସୁପର ଫାଷ୍ଟ ଟ୍ରେନରେ କଟି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ - ଭୁବନେଶ୍ବର-ବାଙ୍ଗରିପୋଷି ସୁପର ଫାଷ୍ଟ ଟ୍ରେନ
ଭୁବନେଶ୍ବର-ବାଙ୍ଗରିପୋଷି ସୁପର ଫାଷ୍ଟ ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ । ଘଟଣା ଘଟିଛି ବାରିପଦା ରେଲୱେ ଷ୍ଟେସନ ନିକଟରେ । ଅଧିକ ପଢନ୍ତୁ...
![ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-11324055-thumbnail-3x2-mayurbhanj.jpg)
ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ । ଖବର ପାଇ ଘଟଣା ସ୍ଥଳରେ ରେଲୱେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ