ଓଡିଶା

odisha

ETV Bharat / state

ଦ୍ୱାରଶୁଣି ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ, ଡ୍ରାଇଭର ମୃତ - 8୦ ଫୁଟ ତଳକୁ ଖସିଲା ଗାଡି

ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ। ଡ୍ରାଇଭର ମୃତ , ହେଲପର ଆହତ। ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ.....

A truck laden with onions overturned in the Bangiriposhi Dwarshuni valley
ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ

By

Published : Jun 10, 2020, 10:10 AM IST

ବାରିପଦା :ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ମୃତ୍ୟୁ ବରଣ କରିଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ପିଆଜ ବୋଝେଇ ଟ୍ରକଟି ନାସିକରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡିଛି।

ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ

ଗୁରୁତର ହେଲପରଙ୍କୁ ବାରିପଦା ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି। ତେବେ ଗାଡିଟି ୮୦ ଫୁଟ ତଳକୁ ଖସିଥିବା ଜଣାପଡିଛି । ଘଟଣାସ୍ଥଳରେ ବାଙ୍ଗରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ABOUT THE AUTHOR

...view details