ବାରିପଦା: ପୁଣି ମୟୂରଭଞ୍ଜ ଜିଲ୍ଲାରୁ ୩୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୪୬ରେ ପହଞ୍ଚିଛି ।
ମୟୂରଭଞ୍ଜରୁ 36 ନୂଆ ଆକ୍ରାନ୍ତ ଚିହ୍ନଟ - mayurbhanja corona death tally
ମୟୂରଭଞ୍ଜରୁ ଗୁରୁବାର ୩୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୪୬ରେ ପହଞ୍ଚିଛି । ଅଧିକ ପଢନ୍ତୁ...
![ମୟୂରଭଞ୍ଜରୁ 36 ନୂଆ ଆକ୍ରାନ୍ତ ଚିହ୍ନଟ ମୟୂରଭଞ୍ଜରୁ 36 ନୂଆ ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-9677925-285-9677925-1606406289638.jpg)
ମୟୂରଭଞ୍ଜରୁ 36 ନୂଆ ଆକ୍ରାନ୍ତ ଚିହ୍ନଟ
ମୟୂରଭଞ୍ଜରୁ 36 ନୂଆ ଆକ୍ରାନ୍ତ ଚିହ୍ନଟ
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗୁରୁବାର ୭୩ ଆକ୍ରାନ୍ତ ସୁସ୍ଥ ସହ ମୋଟ ସୁସ୍ଥ ସଂଖ୍ୟା ୧୨ ହଜାର ୪୭୬ ରେ ପହଞ୍ଚିଛି । ଏହାଛଡା ଏବେବି ଜିଲ୍ଲାରେ ୪୮୮ ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଥିବା ବେଳେ ଏଯାବତ ଜିଲ୍ଲାରୁ ୭୯ ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ