ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଲଜ୍ଜା । ମାଆ ଓ ଝିଅଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ 2ଜଣ ଗିରଫ । ଅଭିଯୁକ୍ତଙ୍କୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ସେପଟେ ଘଟଣାରେ ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ ଘଟଣାର ତଦନ୍ତ ଜାରି ରଖିଛନ୍ତି ।ଗିରଫ ହୋଇଥିବା 2 ଅଭିଯୁକ୍ତ ହେଲେ ବାଦଡା ଗାଁର କାଳି ଚରଣ ମହାନ୍ତ ଓ ବାଦଳ ମହାନ୍ତ ।
ମାଆ ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ 2 ଗିରଫ - mayurbhanj
ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା । ମାଆ ଓ ଝିଅଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ 2 ଗିରଫ । ଅଧିକ ପଢନ୍ତୁ...
![ମାଆ ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ 2 ଗିରଫ 2 arrested for misbehave](https://etvbharatimages.akamaized.net/etvbharat/prod-images/768-512-6368071-thumbnail-3x2-rape.jpg)
ମାଆ ଓ ଝିଅଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଅଭିଯୋଗରେ 2 ଗିରଫ
2 arrested for misbehave
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ