ମାଲକାନଗିରି: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାଲକାନଗିରିର ଆସିଷ୍ଟାଣ୍ଟ ସେଲ୍ସ ଟ୍ୟାକ୍ସ ଅଫିସର ।
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସେଲ୍ସ ଟ୍ୟାକ୍ସ ଅଫିସର - ମାଲକାନଗିରି
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାଲକାନଗିରିର ଆସିଷ୍ଟାଣ୍ଟ ସେଲ୍ସ ଟ୍ୟାକ୍ସ ଅଫିସର ।
![ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସେଲ୍ସ ଟ୍ୟାକ୍ସ ଅଫିସର](https://etvbharatimages.akamaized.net/etvbharat/prod-images/768-512-4290853-thumbnail-3x2-hhjpg.jpg)
ଫାଇଲ ଫଟୋ
ଖବର ଅନୁଯାୟୀ, ଅଫିସର ଜଣକ 10 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ବର୍ତ୍ତମାନ ତାଙ୍କ ଅଫିସ ସହ ବାସଭବନରେ ଭିଜିଲାନ୍ସ ଟିମ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।
ମାଲକାନଗିରିରୁ ଜୟନ୍ତ ତିଆଡୀ, ଇଟିଭି ଭାରତ