ଓଡିଶା

odisha

ETV Bharat / state

ସ୍ୱାଭିମାନ ଅଞ୍ଚଳରୁ 7ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ଜବତ

ସ୍ବାଭିମାନ ଅଞ୍ଚଳରୁ ଲ୍ୟାଣ୍ଡ ମାଇନ ଓ ଟିଫିନ ବୋମା ଜବତ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗୋରା ସେତୁ ଅଞ୍ଚଳରୁ 6ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ଜବତ କରିଛନ୍ତି ବିଏସଏଫ ଯବାନ । ଅଧିକ ପଢନ୍ତୁ...

By

Published : Oct 20, 2020, 10:53 AM IST

ସ୍ୱାଭିମାନ ଅଞ୍ଚଳରୁ 7ଟି ଲ୍ୟାଣ୍ଡ ମାଇନ ଓ  ଟିଫିନ ବୋମା ଉଦ୍ଧାର
ସ୍ୱାଭିମାନ ଅଞ୍ଚଳରୁ 7ଟି ଲ୍ୟାଣ୍ଡ ମାଇନ ଓ ଟିଫିନ ବୋମା ଉଦ୍ଧାର

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗୋରା ସେତୁ ଅଞ୍ଚଳରୁ 6ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ଜବତ ପରେ ଟଳିଛି ବଡ ଦୁର୍ଘଟଣା ।

ଟୁଟୁବୁନ୍ଦୀ ନିକଟ ପୁରୁଣା ପୋଲ ନିକଟରେ ଏହି ବିସ୍ଫୋରକ ସାମଗ୍ରୀ ପୋତା ଯାଇଥିଲା । କୁମ୍ବିଂ ଅପରେସନ ସମୟରେ ବୋମା ପୋତାଯାଇଥିବାର ଦେଖିବାକୁ ପାଇଥିଲେ ବିଏସଏଫ ଯବାନ । ସମସ୍ତ ଲ୍ୟାଣ୍ଡ ମାଇନ ଓ ଟିଫିନ ବୋମା ସୁରକ୍ଷିତ ଜବତ ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details