ଓଡିଶା

odisha

ETV Bharat / state

ଲାଲଗଡରେ ପୁଣି ମାଓ ବିରୋଧୀ ପୋଷ୍ଟର - ମାଓ ବିରୋଧୀ ପୋଷ୍ଟର

ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଲାଲଗଡରେ ଲଗାଯାଇଛି ମାଓ ବିରୋଧୀ ପୋଷ୍ଟର । ଅଧିକ ପଢନ୍ତୁ...

ଲାଲଗଡରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର
ଲାଲଗଡରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର

By

Published : Oct 25, 2020, 2:14 PM IST

ମାଲକାନଗିରି: ଲାଲଗଡର ବିଭିନ୍ନ ଗାଁରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ସ୍ବାଭିମାନ ଅଞ୍ଚଳର ଲକେଇଗୁଡା ଗାଁର ବିଭିନ୍ନ ସ୍ଥାନରେ ଏହି ମାଓ ବିରୋଧୀ ପୋଷ୍ଟର ଲଗାଇଛନ୍ତି ଜିଲ୍ଲାର ବିଛିନ୍ନାଞ୍ଚଳ ଉନ୍ନୟନ ସମିତି।

ମାଓବାଦୀମାନେ ବିପ୍ଳବ ନାଁରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ତାର ଦୃଢ ନିନ୍ଦା କରିଥିବା ଉଲ୍ଲେଖ କରିଛନ୍ତି।

ଏପରିକି ଗତ ୨୦ ତାରିଖରେ ମାଲକାନଗିରି ଜିଲ୍ଲାର ଜୋଡାମ୍ବର ନିରୀହ ଆଦିବାସୀ ଯୁବକ ଦାସ ଖେମୁଣ୍ଡୁଙ୍କୁ ହତ୍ୟା କରି ନିଜର ଅସଲ ମୁଖା ଖୋଲିଯାଇଛି ବୋଲି ପୋଷ୍ଟର ଜରିଆରେ ସମାଲୋଚନା କରିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details