ଓଡିଶା

odisha

By

Published : Oct 21, 2020, 2:50 PM IST

ETV Bharat / state

୬୧ତମ ପୋଲିସ ଶହୀଦ ଦିବସ ପାଳିଲା ମାଲକାନଗିରି ପୋଲିସ

ମାଲକାନଗିରି ପୋଲିସ ପକ୍ଷରୁ 61ତମ ଶହୀଦ ଦିବସ ପାଳିତ । ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଏସପି । ଅଧିକ ପଢନ୍ତୁ

police shahid diwas celebrated in malkangiri
୬୧ତମ ପୋଲିସ ଶହୀଦ ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ 61ତମ ପୋଲିସ ଶହୀଦ ଦିବସ ପାଳନ କରାଯାଇଛି । ସ୍ଥାନୀୟ ପୋଲିସ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯାଇଥିଲା ।

୬୧ତମ ପୋଲିସ ଶହୀଦ ଦିବସ ପାଳିତ

ଅସ୍ଥାୟୀ ଶହୀଦ ସ୍ତମ୍ଭ ନିକଟରେ ଏସପି ପୁଷ୍ପମାଲ୍ୟ ଅର୍ପଣ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦେଶର ମାତୃକାକୁ ରକ୍ଷା ନିଜର ପ୍ରାଣ ଦେଇଥିବା ଶହୀଦଙ୍କ ତ୍ୟାଗ ବ୍ୟର୍ଥ ଯିବ ନାହିଁ ବୋଲି ଏସପି କହିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ

ABOUT THE AUTHOR

...view details