ଓଡିଶା

odisha

DGP VISIT MALKANGIRI: ବିଏସ୍‌ଏଫ୍ କ୍ୟାମ୍ପ ବୁଲି ଦେଖିଲେ, ମାଓବାଦୀଙ୍କ ଆତ୍ମସମର୍ପଣ ନେଇ ଆହ୍ବାନ ଦେଲେ

By

Published : Dec 12, 2021, 3:29 PM IST

Updated : Dec 12, 2021, 4:38 PM IST

ସ୍ବାଭିମାନ ଅଞ୍ଚଳର ଘନବେଡା ଠାରେ ନୂତନ ଭାବେ କରାଯାଇଥିବା BSF କ୍ୟାମ୍ପ ବୁଲି ଦେଖିବା ସହ ପୋଲିସ ଏବଂ BSFର ଏକ ମିଳିତ ସମୀକ୍ଷା କରିଥିଲେ DGP ଅଭୟ । ଅଧିକ ପଢନ୍ତୁ

ପୋଲିସ DGଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ
ପୋଲିସ DGଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

ମାଲକାନଗିରି: ଆଜି(ରବିବାର) ପୋଲିସ DG ଅଭୟ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ସ୍ବାଭିମାନ ଅଞ୍ଚଳର ଘନବେଡା ଠାରେ ନୂତନ ଭାବେ କରାଯାଇଥିବା BSF କ୍ୟାମ୍ପ ବୁଲି ଦେଖିବା ସହ ପୋଲିସ ଏବଂ BSFର ଏକ ମିଳିତ ସମୀକ୍ଷା କରିଥିଲେ DGP ଅଭୟ ।

DGP VISIT MALKANGIRI: ବିଏସ୍‌ଏଫ୍ କ୍ୟାମ୍ପ ବୁଲି ଦେଖିଲେ, ମାଓବାଦୀଙ୍କ ଆତ୍ମସମର୍ପଣ ନେଇ ଆହ୍ବାନ ଦେଲେ

ଏହା ବି ପଢନ୍ତୁ- ଡିଜିପି ଅଭୟଙ୍କ ନିକଟରେ ମହିଳା ମାଓ କମାଣ୍ଡରଙ୍କ ଆତ୍ମସମର୍ପଣ

DGPଙ୍କ ସହ IG ଅପେରେସନ, ଗୁଇନ୍ଦା ADG , DIG BSF ଉପସ୍ଥିତ ଥିଲେ । ଗଣମାଧ୍ୟମ ପତିନିଧି ମାନଙ୍କ ପ୍ରଶ୍ନର ଉତ୍ତରରେ ସ୍ବାଭିମାନ ଅଞ୍ଚଳର ସମସ୍ତ ପ୍ରକାର ଉନ୍ନତି ନିମନ୍ତେ ପୋଲିସ୍ ଲୋକମାନଙ୍କ ସହିତ ରହିଛି ଏବଂ ସେ ମାଓବାଦୀଙ୍କୁ ଆତ୍ମସମର୍ପଣ କରି ମୁଖ୍ଯସ୍ରୋତରେ ସାମିଲ୍ ହେବା ପାଇଁ ଆହ୍ବାନ ଦେଇଛନ୍ତି ।

DGP VISIT MALKANGIRI: ବିଏସ୍‌ଏଫ୍ କ୍ୟାମ୍ପ ବୁଲି ଦେଖିଲେ, ମାଓବାଦୀଙ୍କ ଆତ୍ମସମର୍ପଣ ନେଇ ଆହ୍ବାନ ଦେଲେ

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Dec 12, 2021, 4:38 PM IST

ABOUT THE AUTHOR

...view details