ଓଡିଶା

odisha

ETV Bharat / state

ଏନସିସି ଡେ’ରେ ଦେଶଭକ୍ତିର ବାର୍ତ୍ତା ଦେଲେ କଲେଜ ଛାତ୍ରଛାତ୍ରୀ - ଏସ.ଡି.ପି.ଓ ପ୍ରହଲ୍ଲାଦ ମିନା

ମାଲକାନଗିରିରେ ସମର ଶିକ୍ଷାର୍ଥୀ ବାହିନୀର 71ତମ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାର ମହାବିଦ୍ୟାଳୟରେ ଏହା ଧୁମ୍‌ଧାମରେ ପାଳିତ ହୋଇଯାଇଛି ।

ଧୁମ୍‌ଧାମରେ ପାଳନ ହେଲା ସମର ଶିକ୍ଷାର୍ଥୀ ବାହିନୀ ଦିବସ

By

Published : Nov 24, 2019, 5:45 PM IST

ମାଲକାନଗିରି: ଜିଲ୍ଲାର ମହାବିଦ୍ୟାଳୟରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି ସମର ଶିକ୍ଷାର୍ଥୀ ବାହିନୀର 71ତମ ଦିବସ । ଏହି ଅବସରରେ ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ଏସଡିପିଓ ପ୍ରହଲ୍ଲାଦ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଧୁମ୍‌ଧାମରେ ପାଳନ ହେଲା ସମର ଶିକ୍ଷାର୍ଥୀ ବାହିନୀ ଦିବସ

ତେବେ ଭବିଷ୍ୟତରେ ଦେଶର ଜଣେ ବୀର ସୈନିକ ହେବା ଲାଗି ଏହି ଦିବସରେ ପାଳନ କରିଛନ୍ତି ଏନସିସି କ୍ୟାଡରମାନେ। ଏହାସହ କଲେଜ ପରିସରରେ ବିଭିନ୍ନ ଚିତ୍ର କରି ଲୋକଙ୍କୁ ଦେଶଭକ୍ତିର ବାର୍ତ୍ତା ଦେଇଛନ୍ତି ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ପ୍ରଫେସର ଡକ୍ଟର. ରଞ୍ଜନ କୁମାର ସ୍ବାଇଁ ପରିଚାଳନା କରିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details