ଓଡିଶା

odisha

By

Published : Jan 4, 2021, 1:08 PM IST

ETV Bharat / state

ଶୋଇଥିବା ଅବସ୍ଥାରେ ଆଦିବାସୀ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା

ଶୋଇଥିବା ଅବସ୍ଥାରେ ଆଦିବାସୀ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା । ମାଲକାନଗିରି ଏମଭି 79 ଥାନା ଅନ୍ତର୍ଗତ ତେଲେରାଇ ପଞ୍ଚାୟତର ତମଗୁଡା ଗ୍ରାମରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ ।

ଶୋଇଥିବା ଅବସ୍ଥାରେ ଆଦିବାସୀ ବୃଦ୍ଧଙ୍କୁ ବିଭତ୍ସ୍ୟ ହତ୍ୟା
ଶୋଇଥିବା ଅବସ୍ଥାରେ ଆଦିବାସୀ ବୃଦ୍ଧଙ୍କୁ ବିଭତ୍ସ୍ୟ ହତ୍ୟା

ମାଲକାନଗିରି:ଶୋଇଥିବା ଅବସ୍ଥାରେ ଆଦିବାସୀ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା । ମାଲକାନଗିରି ଏମଭି 79 ଥାନା ଅନ୍ତର୍ଗତ ତେଲେରାଇ ପଞ୍ଚାୟତର ତମଗୁଡା ଗ୍ରାମରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ ।

ଶୋଇଥିବା ଅବସ୍ଥାରେ ଆଦିବାସୀ ବୃଦ୍ଧଙ୍କୁ ବିଭତ୍ସ୍ୟ ହତ୍ୟା

ବୃଦ୍ଧ ଜଣଙ୍କ ତେଲେରାଇ ପଞ୍ଚୟାତର ତମଗୁଡା ଗ୍ରାମର ମୁକା ମାଡକାମୀ ବୋଲି ଜଣାପଡିଛି । ମୁକା ନିଜ ଘରେ ରାତିରେ ଶୋଇଥିବାବେଳେ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ବିଭତ୍ସ ଭାବରେ ହତ୍ୟା କରି ଫେରାର ହୋଇ ଯାଇଥିବାର ଜଣାପଡିଛି।

ଖବର ପାଇ ଏମଭି ୭୯ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ କରିବାକୁ କାଲିମେଳା ମେଡିକାଲକୁ ପଠାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବାର କୁହାଯାଉଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details