ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ମୁରଲୀଗୁଡା ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଠିକାଦାରଙ୍କ ଦୁଇଟି ଗାଡିକୁ ଜାଳିଦେଲେ ମାଓବାଦୀ। ଗାଡ଼ି ଭିତରେ ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ମାଓବାଦୀ ନିର୍ଧୁମ ମାଡ଼ ମାରିଥିବା ସୂଚନା ।
ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଜେସିବି ଓ ଟ୍ରାକ୍ଟର - ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା
ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ମୁରଲୀଗୁଡା ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଠିକାଦାରଙ୍କ ଦୁଇଟି ଗାଡିକୁ ଜାଳିଦେଲେ ମାଓବାଦୀ। ଅଧିକ ପଢନ୍ତୁ...
![ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଜେସିବି ଓ ଟ୍ରାକ୍ଟର ମାଓବାଦୀଙ୍କ ଲଙ୍କାକାଣ୍ଡ, ଜେସିବି ଓ ଟ୍ରାକ୍ଟର ଜାଳିଦେଲେ](https://etvbharatimages.akamaized.net/etvbharat/prod-images/768-512-11096343-thumbnail-3x2-malkangiri.jpg)
ମାଓବାଦୀଙ୍କ ଲଙ୍କାକାଣ୍ଡ, ଜେସିବି ଓ ଟ୍ରାକ୍ଟର ଜାଳିଦେଲେ
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ