ମାଲକାନଗିରି: ନକ୍ସଲ ଖଞ୍ଜିଥିବା ପ୍ରେସର ବୋମାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମାଲକାନଗିରି ସୀମା ଦନ୍ତେୱାଡାରେ ନକ୍ସଲ ଖଞ୍ଜିଥିବା ପ୍ରେସର ବୋମାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ନକ୍ସଲ ଖଞ୍ଜିଥିଲେ ପ୍ରେସର ବୋମା, ଉଡିଗଲା ଜଣଙ୍କ ପ୍ରାଣବାୟୁ - ମାଲକାନଗିରି ନ୍ୟୁଜ
ମାଲକାନଗିରି ସୀମା ଦନ୍ତେୱାଡାରେ ନକ୍ସଲ ଖଞ୍ଜିଥିବା ପ୍ରେସର ବୋମାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ....
![ନକ୍ସଲ ଖଞ୍ଜିଥିଲେ ପ୍ରେସର ବୋମା, ଉଡିଗଲା ଜଣଙ୍କ ପ୍ରାଣବାୟୁ ନକ୍ସଲ ଖଞ୍ଜିଥିବା ପ୍ରେସର ବୋମାରେ ବ୍ୟକ୍ତିଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-11441106-thumbnail-3x2-landmine.jpg)
ନକ୍ସଲ ଖଞ୍ଜିଥିବା ପ୍ରେସର ବୋମାରେ ବ୍ୟକ୍ତିଙ୍କ ମୃତ୍ୟୁ
ନକ୍ସଲମାନେ ଏହି ପ୍ରେସର ବୋମା ସୁରକ୍ଷା ବାହିନୀଙ୍କ ପାଇଁ ଖଞ୍ଜିଥିଲେ । ତେଲାମ ଗ୍ରାମରେ ଏହି ଘଟଣାଟି ଘଟିଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ