ମାଲକାନଗିରି: ମାଓବାଦୀ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଖଞ୍ଜିଥିଲେ ଲ୍ୟାଣ୍ଡମାଇନ । ଝାଡ଼ଖଣ୍ଡର ସିଂଘଭୂମି ଜିଲ୍ଲାରେ ଏହି ଲ୍ୟାଣ୍ଡମାଇନଟି ସିଆରପିଏଫ ଯବାନଙ୍କ ପକ୍ଷରୁ ନିଷ୍କ୍ରିୟ କରାଯାଇଛି।
ସୁରକ୍ଷା ବାହିନୀକୁ କ୍ଷତି ପହଁଞ୍ଚାଇବା ପାଇଁ ଲାଗିଥିଲା ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ । ରାଜରାସ୍ତାରେ ଖଞ୍ଜି ଥିଲେ ଏହି ଲ୍ୟାଣ୍ଡମାଇନ । ପୋଲିସର ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ମେଟାଲ ଡିଟେକ୍ଟଟର ସାହାଯ୍ୟରେ ଜଣାପଡିଥିଲା।