ଓଡିଶା

odisha

ETV Bharat / state

ଉପାନ୍ତରେ ଭାରତ ବନ୍ଦ, ଯାନବାହନ ଚଳାଚଳ ଠପ - bharat bandh effect in malkangiri

ମାଲକାନଗିରି ଜିଲ୍ଲାରେ ଏନଆରସି ଓ ସିଏଏ ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାରେ ଜିଲ୍ଲାରେ ଯାନବାହାନ ଚଳାଚଳ ସହ ଦୋକାନ ବଜାର ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି।

bharat bandh effect in malkangiri
ଉପାନ୍ତରେ ଭାରତ ବନ୍ଦ, ଯାନବାହନ ଚଳାଚଳ ଠପ

By

Published : Jan 29, 2020, 12:26 PM IST

Updated : Jan 29, 2020, 1:17 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏନଆରସି, ସିଏଏ ଓ ଇଭିଏମ ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ଜିଲ୍ଲାରେ ଯାନବାହାନ ଚଳାଚଳ ସହ ଦୋକାନ ବଜାର ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି। ଏହା ସହ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି ।

ଉପାନ୍ତରେ ଭାରତ ବନ୍ଦ, ଯାନବାହନ ଚଳାଚଳ ଠପ

ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Jan 29, 2020, 1:17 PM IST

ABOUT THE AUTHOR

...view details