ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ସଡକ ନିର୍ମାଣକୁ ବିରୋଧ କରି ଜଣେ କର୍ମଚାରୀଙ୍କୁ ହତ୍ୟା କଲେ ମାଓବାଦୀ ।
ମାଓବାଦୀଙ୍କ ରାସ୍ତା କାମକୁ ବିରୋଧ, ଜଣଙ୍କୁ ହତ୍ୟା କରି ଜାଳିଦେଲେ ଗାଡି - ମାଲକାନଗିରିରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ସଡକ ନିର୍ମାଣକୁ ବିରୋଧ କରି ଜଣେ କର୍ମଚାରୀଙ୍କୁ ହତ୍ୟା କଲେ ମାଓବାଦୀ । ଅଧିକ ପଢନ୍ତୁ...
![ମାଓବାଦୀଙ୍କ ରାସ୍ତା କାମକୁ ବିରୋଧ, ଜଣଙ୍କୁ ହତ୍ୟା କରି ଜାଳିଦେଲେ ଗାଡି ମାଓବାଦୀଙ୍କ ରାସ୍ତା କାମକୁ ବିରୋଧ, ଜଣଙ୍କୁ ହତ୍ୟା କରି ଜାଳିଗେଲେ ଗାଡି](https://etvbharatimages.akamaized.net/etvbharat/prod-images/768-512-11429865-411-11429865-1618592283527.jpg)
ମାଓବାଦୀଙ୍କ ରାସ୍ତା କାମକୁ ବିରୋଧ, ଜଣଙ୍କୁ ହତ୍ୟା କରି ଜାଳିଗେଲେ ଗାଡି
ଅନ୍ୟପଟେ ଗୋରାଗୁଣ୍ଡା ଠାରେ ମଧ୍ୟ ରାସ୍ତା କାମକୁ ବିରୋଧ କରି ଦୁଇଟି ଗାଡିକୁ ଜାଳି ଦେଲେ ମାଓବାଦୀ । ଗୋଟିଏ ଟିପ୍ପର ଏବଂ ଗୋଟିଏ ଡଜୋରକୁ ଜାଳି ଦେଇଛନ୍ତି ମାଓବାଦୀ । ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ