ଓଡିଶା

odisha

ETV Bharat / state

ଯବାନଙ୍କୁ ନକ୍ସଲଙ୍କ ଟାର୍ଗେଟ, ଖଞ୍ଜିଥିଲେ 5 କେଜିର ଲ୍ୟାଣ୍ଡମାଇନ

ମାଲାକନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ଉଦ୍ଧାର ହେଲା 5 କେଜିର ଲ୍ୟାଣ୍ଡାମାଇନ । ଅଧିକ ପଢନ୍ତୁ...

By

Published : Dec 19, 2020, 9:00 PM IST

ଯବାନଙ୍କୁ ନକ୍ସଲଙ୍କ ଟାର୍ଗେଟ, ଖଞ୍ଜିଥିଲେ 5 କିଲୋର ଲ୍ୟାଣ୍ଡମାଇନ
ଯବାନଙ୍କୁ ନକ୍ସଲଙ୍କ ଟାର୍ଗେଟ, ଖଞ୍ଜିଥିଲେ 5 କେଜିର ଲ୍ୟାଣ୍ଡମାଇନ

ମାଲକାନଗିରି: ମାଲାକନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ଉଦ୍ଧାର ହେଲା ଲ୍ୟାଣ୍ଡାମାଇନ । ପୋଲିସକୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ 5 କେଜିର ଲ୍ୟାଣ୍ଡମାଇନ ।

ଯବାନଙ୍କୁ ନକ୍ସଲଙ୍କ ଟାର୍ଗେଟ, ଖଞ୍ଜିଥିଲେ 5 କେଜିର ଲ୍ୟାଣ୍ଡମାଇନ

ଯବାନ ଅପରେସନକୁ ଯିବାବେଳେ ବିସ୍ଫୋରଣ କରି କ୍ଷତି ପହଞ୍ଚାଇବାକୁ ଯୋଜନା କରିଥିଲେ ମାଓବାଦୀ । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷା କର୍ମୀ । ବମ ସ୍କ୍ବାର୍ଡ ଲ୍ୟାଣ୍ଡମାଇନକୁ ଚିହ୍ନଟ କରି ନିଷ୍କ୍ରିୟ କରିଛନ୍ତି ।

ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ ମାଓବାଦୀଙ୍କ ଗାଡ଼ିକୁ ଅତି ସହଜରେ 20 ରୁ 30 ଫୁଟ ଉପରକୁ ଉଡାଇବାର କ୍ଷମତା ରହିଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details