ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ତନେଇପାଳରେ 3 କେଜି ହରିଣ ମାଂସ ଜବତ । ଦୁଇ ଗିରଫ । ଗିରଫ ଦୁଇଜଣ ସେହି ଗ୍ରାମର ଗୋପବନ୍ଧୁ ବିନ୍ଧାଣି ଓ ଶରତ ମହାନ୍ତ ।
କେନ୍ଦୁଝରରୁ 3 କେଜି ହରିଣ ମାଂସ ଜବତ, ଦୁଇ ଗିରଫ
କେନ୍ଦୁଝର ଜିଲ୍ଲା ତନେଇପାଳରୁ 3 କେଜି ହରିଣ ମାଂସ ଜବତ । ଘଟଣାରେ ଦୁଇଜଣ ଗିରଫ । ଗିରଫ ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ।
ଡିଜାଇନ ଫଟୋ
କୌଣସି ସୂତ୍ରରୁ ଖବର ପାଇ ଆନନ୍ଦପୁର ବନ ବିଭାଗ ତନେଇପାଳ ଗ୍ରାମରେ ଚଢାଉ କରିଥିଲା । ପରେ ସେଠାରୁ ୩ କେଜି ହରିଣ ମାଂସ ଜବତ କରାଯାଇଛି । ତେବେ ଗିରଫ ହୋଇଥିବା 2 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ