ଓଡିଶା

odisha

ETV Bharat / state

ଚାକିରି ନାଁରେ ୨୯ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ - ଚାକିରୀ ନାଁରେ ଠ

ଚାକିରି ଦେବେ କହି ୨୯ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୁକ୍ତ ସ୍ମୃତି ଶେଖର ଜେନାଙ୍କୁ ଜଗତସିଂହପୁରରୁ ଗିରଫ କରିଛି ମାଥିଲି ପୋଲିସ । ଅଧିକ ପଢନ୍ତୁ

ଚାକିରି ଦବା ନାଁରେ ୨୯ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
ଚାକିରି ଦବା ନାଁରେ ୨୯ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

By

Published : Jun 25, 2022, 7:51 PM IST

ମାଲକାନଗିରି: ମାଥିଲି ପୋଲିସକୁ ବଡ଼ ସଫଳତା । ଚାକିରି ଦେବେ କହି ୨୯ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୁକ୍ତ ସ୍ମୃତି ଶେଖର ଜେନାଙ୍କୁ ଜଗତସିଂହପୁରରୁ ଗିରଫ କରିଛି ମାଥିଲି ପୋଲିସ । ଅଭିଯୁକ୍ତଙ୍କ ବୟସ ୩୧ ହୋଇଥିବା ବେଳେ ସେ ଜଣେ ମେକାନିକାଲ ଇଞ୍ଜିନିୟର ।

ଏହି ଲୁଟକୁ ନେଇ ୪ ମାସ ତଳେ ମାଥିଲି ଥାନାରେ ଜଣେ ଯୁବକ ଅଭିଯୋଗ କରିଥିଲେ । ତେବେ ଆହୁରି ଅଧିକ ଟଙ୍କା ସେ ଠକେଇ କରିଥିବା ସାମ୍ନାକୁ ଆସୁଛି । ଅଭିଯୁକ୍ତଙ୍କଠୁ ଦୁଇଟି ମୋବାଇଲ ଓ ଗୋଟିଏ ସୁନା ମୁଦି ଜବତ କରିଛି ପୋଲିସ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details