ଓଡିଶା

odisha

ETV Bharat / state

ଆତଙ୍କବାଦ ବିରୋଧରେ ଗ୍ରହଣ କରାଯିବ ଜିରୋ ଟଲରେନ୍ସ: ହିମାଂଶୁ ଲାଲ୍ - police

କୌଣସି ପରିସ୍ଥିତିରେ ଆତଙ୍କବାଦୀ ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଏହା ବିରୋଧରେ ଜିରୋ ଟଲରେନ୍ସ ଗ୍ରହଣ କରାଯିବ ବୋଲି କହିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍।

ଫାଇଲ ଫଟୋ

By

Published : May 21, 2019, 11:44 PM IST

Updated : May 22, 2019, 8:16 AM IST

କୋରାପୁଟ: କୌଣସି ପରିସ୍ଥିତିରେ ଆତଙ୍କବାଦୀ ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଏହା ବିରୋଧରେ ଜିରୋ ଟଲରେନ୍ସ ଗ୍ରହଣ କରାଯିବ ବୋଲି କହିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍। କୋରାପୁଟରେ ଗଞ୍ଜେଇ ଚାଷ ଓ ମାଓବାଦୀଙ୍କୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ମିଳିଥିବା ଅଭୂତପୂର୍ବ ପୋଲିସ ର ମନୋବଳ ଵୃଦ୍ଧି କରିବାରେ ସହାୟକ ହୋଇଥିବା ନେଇ ଡ଼ିଆଇଜି ମତପ୍ରକାଶ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବିଶ୍ୱ ଆତଙ୍କବାଦ ନିରୋଧ ଦିବସ ଅବସରରେ ମଙ୍ଗଳବାର ପୋଲିସ ସିପାହୀ ଠାରୁ ଆରମ୍ଭ କରି ଡ଼ିଆଇଜିଙ୍କ ପର୍ଯ୍ୟନ୍ତ ସମସ୍ତେ ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦୃଢ ସଂକଳ୍ପର ଶପଥ ପାଠ କରିଛନ୍ତି।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Last Updated : May 22, 2019, 8:16 AM IST

ABOUT THE AUTHOR

...view details