ଓଡିଶା

odisha

ETV Bharat / state

ବିସ୍ଫୋରକ ଦ୍ରବ୍ୟ ଜବତ, ଯୁବକ ଗିରଫ - କୋରୋପୁଟ ଖବର

ବିସ୍ଫୋରକ ଦ୍ରବ୍ୟ ସହିତ ଯୁବକ ଗିରଫ । 10 ଟି ଅଣ ବୈଦ୍ୟୁତିକ ଡେଟୋନେଟର , ଜିଲେଟିନ ଷ୍ଟିକ ସହ 20 ମିଟର ବିଦ୍ୟୁତ ତାର ଜବତ । ଅଧିକ ପଢନ୍ତୁ....

Young man arrested with explosives in koraphut
ବିସ୍ଫୋରକ ଦ୍ରବ୍ୟ ସହିତ ଯୁବକ ଗିରଫ

By

Published : Apr 8, 2020, 5:27 PM IST

କୋରାପୁଟ:କୋରାପୁଟ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାକଝୋଲାରୁ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଯୁବକଙ୍କ ଠାରୁ 10 ଟି ଅଣ ବୈଦ୍ୟୁତିକ ଡେଟୋନେଟର , ଜିଲେଟିନ ଷ୍ଟିକ ସହ 20 ମିଟର ବିଦ୍ୟୁତ ତାର ଜବତ କରାଯାଇଛି । ଗିରଫ ହୋଇଥିବା ଯୁବକଙ୍କ ନାଁ ସଞ୍ଜୟ ନାୟକ ବୋଲି ଜଣାପଡିଛି ।

ବିସ୍ଫୋରକ ଦ୍ରବ୍ୟ ସହିତ ଯୁବକ ଗିରଫ

ତେବେ ସଞ୍ଜୟଙ୍କ ସହିତ ଥିବା ଅନ୍ୟ 10 ଜଣ ଫେରାର ହୋଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ । ଯୁବକ ଜଣକ ମାଛ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ତାଙ୍କୁ କାବୁ କରିଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାରଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details