କୋରାପୁଟ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷାଙ୍କ ମଧ୍ୟରେ ଚାଲିଥିବା ବାଦ ପ୍ରତିବାଦ ମାମଲାର ଉଚିତ ନ୍ୟାୟ ମିଳିବ ବୋଲି ରବିବାର କୋରାପୁଟ ଜିଲ୍ଲା ଗସ୍ତ କରିଥିବା ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚାର କୋରାପୁଟ ପର୍ଯ୍ୟବେକ୍ଷକ ମୀରା ପରିଡା ମତ ରଖିଛନ୍ତି ।
‘ଅନୁଭବ ବର୍ଷା ମାମଲାରେ ମିଳିବ ଉଚିତ ନ୍ୟାୟ’ - dispute between Anubhav and barsha
କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷାଙ୍କ ମଧ୍ୟରେ ଚାଲିଥିବା ବାଦ ପ୍ରତିବାଦ ମାମଲାର ଉଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ବିଜେଡି ମହିଳା ମୋର୍ଚ୍ଚାର କୋରାପୁଟ ପର୍ଯ୍ୟବେକ୍ଷକ ମୀରା ପରିଡା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଅନୁଭବ ବର୍ଷା ମାମଲାର ମିଳିବ ଉଚିତ ନ୍ୟାୟ
ନବୀନ ପଟ୍ଟନାୟକଙ୍କ ଶାସନରେ ମହିଳା ସର୍ବୋତ୍କୃଷ୍ଟ ସୁରକ୍ଷା ପାଇଆସିଛି ଓ ଏହି ମାମଲାରେ ମଧ୍ୟ ଉଚିତ ବିଚାର ମିଳିବ ବୋଲି ସେ ଆଶାପୋଷଣ କରିଛନ୍ତି । ଆଜି କୋରାପୁଟ ଜିଲ୍ଲା ମହିଳା ବିଜେଡିର କର୍ମକରତାଙ୍କ ସହ ସାକ୍ଷାତ କରି ଜିଲ୍ଳାରେ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ମୀରା ପରିଡା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ